THE RIVULET- 15
THE RIVULET-15 Rewinding recollections sprinkle over Chalky outline of coloured spring While decorating the bed on grassy-lawn I wait for that silent night To make you speechless, to behold love unfolding in your filigree smile, drooping eyes and dimple cheeks I wait to web dreams of a dreamer , Of love and lover Of boundless life, love and fulfilment Or life of a zero compromise Endless dreams of togetherness Blooms flowers at own cremation . The red rose speaks Quivers its red red lips and with it Quivers the whole of me and my surrounding But you were not with me Somewhere else in a different world Where probably I was not with ସ୍ରୋତସ୍ୱିନୀ-15 ସ୍ମୃତି ସବୁ ମେଘ ହୋଇ ବର୍ଷିଯାନ୍ତି ବସନ୍ତର ସବୁତକ ରଙ୍ଗ ଦେହରେ ନେସି ହେଇଯାଏ ଘାସର ଗାଲିଚାରେ ମୁଁ ଶେଜ ସଜାଏ ଅପେକ୍ଷା କରେ ଏକ ନିସ୍ତବ୍ଦ ରାତିକୁ ତମକୁ ନିଃଶବ୍ଦ କରିଦେବାକୁ, ନିଜକୁ ହଜେଇ ଦେବାକୁ ତମ ତାରକଷି ହସରେ, ମୁଦି ହେଉଯାଉଥିବା ଲାଜ ଲାଜ ଆଖି ର ଗଭୀରତାରେ, ଗାଲରେ ଭଉଁରୀ ମାରୁଥିବା ସମୁଦ୍ରର ଉତାଳ ତରଙ୍ଗରେ ମୁଁ ଅପେକ୍ଷା କରେ ଆଉ ଏକ ଜହ୍ନକୁ ସ୍ବପ୍ନ ବ...